Wednesday, July 15, 2026
28.3 C
Odisha

    ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ, ଭୀଷଣ ତୁଷରପାତ ଯୋଗୁ ବିମାନ ବାତିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ ।  ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ ।  ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି ।  ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ ମିଳିଛି ଏହି ତଥ୍ୟ ।

    ସେହିପରି ୨୨,୩୪୯ ଉଡ଼ାଣ ବିଳମ୍ବିତ ହୋଇଥିଲା ।  ଆମେରିକୀୟ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଡେଭିନ୍ ସମ୍ପର୍କିତ ସତର୍କତା ଜାରି କରାଯାଇଛି ।  ଆଜି ସକାଳ ପର୍ଯ୍ୟନ୍ତ ଉତ୍ତର ମଧ୍ୟ-ଆଟଲାଣ୍ଟିକ୍ ଓ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ ଗ୍ରେଟ୍ ଲେକକୁ ଯାତ୍ରା ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ ଜାରି ହୋଇଛି ।  ନ୍ୟୁୟର୍କକୁ ଟ୍ରାଇଷ୍ଟେଟ୍ ପର୍ଯ୍ୟନ୍ତ ପ୍ରାୟ ୪ରୁ ୮ ଇଞ୍ଚ ବହଳର ତୁଷାରପାତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ