Wednesday, October 14, 2026
22.5 C
Odisha

    ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିରାଟ ବଡ଼ ଅଜଗର ସାପ ଉଦ୍ଧାର

    ଆଗକୁ ପଢନ୍ତୁ

    ରାୟଗଡ଼ା : ରାୟଗଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ବିରାଟ ବଡ଼ ଅଜଗର ସାପ ଉଦ୍ଧାର ହୋଇଛି । ସାପଟି ଦୀର୍ଘଦିନ ହେବ କାର୍ଯ୍ଯାଳୟ ପରିସରରେ ଚଳପ୍ରଚଳ ହେଉଥିଲା । ଆଜି କିଛି କର୍ମଚାରୀ ସାପଟିକୁ ଦେଖିଥିଲେ । ପରେ ରାୟଗଡା ସହରର ଜଣାଶୁଣା ସାପ ଧରାଳି ପ୍ରଦୀପ ସେନାପତିଙ୍କୁ ସୂଚନା ଦେବା ପରେ ଏହି ସାପକୁ ସେ ଧରିଥିଲେ । ଉଦ୍ଧାର ପରେ ସାପଟିକୁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛଡ଼ାଯାଇଛି । ଏତେବଡ଼ ଅଜଗର ସାପକୁ ଦେଖି ପ୍ରଥମେ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ । ସାପଟି ପାଖାପାଖି 12ଫୁଟ୍ ଲମ୍ବା ରହିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ