Friday, April 18, 2025
33.7 C
Odisha

    ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ବିଜେପି ଜାରିକଲା ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା ।

    ବରଗଡ – ପ୍ରଦୀପ ପୁରୋହିତ
    ସୁନ୍ଦରଗଡ- ଜୁଏଲ ଓରାମ
    ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
    କେଉଁଝର- ଅନନ୍ତ ନାୟକ
    ମୟୁରଭଞ୍ଜ- ନବ ଚରଣ ମାଝୀ
    ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
    ଭଦ୍ରକ- ଅଭିମନ୍ୟୁ ସେଠୀ
    ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
    ବଲାଙ୍ଗୀର – ସଂଗୀତା ସିଂ ଦେଓ
    କଳାହାଣ୍ଡି- ମାଳବିକା କିଶୋରୀ ଦେଓ
    ନବରଙ୍ଗପୁର-ବଳଭଦ୍ର ମାଝୀ
    କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
    ଜଗତସିଂହପୁର- ବିଭୂପ୍ରସାଦ ତରାଇ
    ପୁରୀ – ସମ୍ବିତ ପାତ୍ର
    ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
    ଆସ୍କା- ଅନିତା ଶୁଭଦର୍ଶନୀ
    ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
    କୋରାପୁଟ – କାଲେରାମ ମାଝୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    21 %
    2.1kmh
    0 %
    Fri
    35 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ