Friday, August 7, 2026
24.3 C
Odisha

    ଓଲଟିଲା କୋବି ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

    ଆଗକୁ ପଢନ୍ତୁ

    ଛତ୍ରପୁର : ଓଲଟିଲା କୋବି ବୋଝେଇ ଟ୍ରକ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଦୁର୍ଘଟଣା । କର୍ଣ୍ଣାଟକରୁ ଭୁବନେଶ୍ବର ଆସୁଥିଲା ଟ୍ରକ । ବିଳମ୍ବିତ ରାତିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିବାବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାସ୍ତା କଡରେ ଓଜାଡି ହୋଇପଡିଥିଲା ବସ୍ତା ବସ୍ତା କୋବି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ