Saturday, September 19, 2026
27.5 C
Odisha

    କଟକ ହାଇକୋର୍ଟ ଛକ ଓ ଚାନ୍ଦିନ ଚୌକ ଅଞ୍ଚଳରେ ଚଢ଼ାଉ, ବାସି ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟକୁ ଯାଞ୍ଚ

    ଆଗକୁ ପଢନ୍ତୁ

    କଟକ : କଟକ ହାଇକୋର୍ଟ ଛକ ଓ ଚାନ୍ଦିନ ଚୌକ ଅଞ୍ଚଳରେ ଥିବା ବିଭିନ୍ନ ଫାଷ୍ଟ ଫୁଡ଼ ଷ୍ଟଲ, ଜଳଖିଆ ଦୋକାନ ଓ ହୋଟେଲରେ ରେଡ୍ । କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗର ଅଚାନକ ଚଢ଼ାଉ । ବାସି ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟକୁ ଯାଞ୍ଚ କରିଥିଲା ଟିମ । ସ୍ୱାସ୍ଥ୍ୟ ବିଭାଗ ଟିମ ସହ ସ୍ଥାନୀୟ ପୋଲିସ ଯାଞ୍ଚରେ ସାମିଲ ହୋଇଥିଲା ।

    ହାଇକୋର୍ଟ ଛକ ଓ ଚାନ୍ଦିନ ଚୌକ ଅଞ୍ଚଳରେ ବିଭିନ୍ନ ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ଼, ଜଳଖିଆ ଦୋକାନ, ଚାଟ୍, ମୋମୋ, ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ବାସ୍ଥ୍ଯ ବିଭାଗ ଟିମ୍ ଯାଞ୍ଚ କରିଛି । କିଛି ଷ୍ଟଲରେ ଖାଦ୍ୟର ମାନ ଖରାପ, ରଙ୍ଗ ମିଶା ଖାଦ୍ୟ ଥିବା ଯୋଗୁଁ ସଂପୃକ୍ତ ଦୋକାନୀକୁ ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ଫାଇନ୍ କରାଯାଇଛି। ଏହା ସହ ସମ୍ପୁକ୍ତ ଦୋକାନଙ୍କର ଫୁଡ ଲାଇସେନ୍ସ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ