Monday, August 24, 2026
27.4 C
Odisha

    କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ , ପ୍ରଦର୍ଶିତ ହେଲା ପଟଚିତ୍ର ଓ ତାରକଶୀ କାମ

    ଆଗକୁ ପଢନ୍ତୁ

    ପରମ୍ପରାରୁ ପ୍ରଯୁକ୍ତିବିଦ୍ୟା । ନୂତନତ୍ବକୁ ନେଇ ପ୍ରଗତି । ଏହି ବାର୍ତ୍ତା ନେଇ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଥିମ ଥିଲା ସଏଲ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ। ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଦେଖିବାକୁ ମିଳିଥିଲା ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର ଚିପ୍, କୋରାପୁଟ କଫି, କୋଣାର୍କର ସୂର୍ଯ୍ୟମନ୍ଦିର, ପଟଚିତ୍ର ଓ ତାରକଶୀ କାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ