Friday, September 18, 2026
31.1 C
Odisha

    କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ । ଏଥିଲାଗି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ନେଇ ଆଜି ମାଇକ୍ ଯୋଗେ ଘୋଷଣା କରାଯାଇଛି। ହାଇକୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଠାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦେଶ ଦେଇଥିଲେ । ହେଲେ କୋର୍ଟ ଏହା ଉପରେ ରହିତାଦେଶ କରିଥିଲେ। ଏହାପରେ ଆଜି ପୁର୍ନବାର ବିଡିଏ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଛନ୍ତି। ତେଣୁ ଯେଉଁମାନେ ଆଶ୍ରମ ଭିତରେ ରହିଛନ୍ତି କିମ୍ବା ସେମାନଙ୍କର ଜିନିଷ ପତ୍ର ରହିଛି , ତାହା ବାହାରକୁ ବାହାର କରିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ