Saturday, December 13, 2025
15.8 C
Odisha

    କୁହୁଡି ହେଲା କାଳ; ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

    ଆଗକୁ ପଢନ୍ତୁ

    ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର ୨ ପାଇଲଟ୍‌, ଜଣେ ଡାକ୍ତର ଏବଂ ଜଣେ କର୍ମଚାରୀ ଅଛନ୍ତି। ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିବା ସମୟରେ ହସ୍ପିଟାଲର ଚତୁର୍ଥ ମହଲାରେ ମାଡ଼ ହୋଇ ଖସିପଡ଼ିଥିଲା ବୋଲି ମୁଗ୍‌ଲାର ପ୍ରାଦେଶିକ ଗଭର୍ନର ଅଦ୍ରିସ୍‌ ଆକ୍‌ବିୟିକ କହିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଥିବା ଗଭର୍ନର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    45 %
    1.6kmh
    1 %
    Sat
    16 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ