Monday, September 21, 2026
23.7 C
Odisha

    ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି, ମାସେ ବଢିଲା ପିୟୁସିସି ଅବଧି

    ଆଗକୁ ପଢନ୍ତୁ

    ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି । ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ବଢିଲା ଅବଧି । କାଗଜପତ୍ର ପାଇଁ ମାସେ ସମୟ ଦେଲେ ସରକାର । ମାସେ ଭିତରେ ସମସ୍ତ କାଗଜପତ୍ର କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

    ଅବଧି ମଧ୍ୟରେ ଆରସି, ଫିଟନେସ୍, ପିୟୁସିସି ବୀମା ଆଦି କରାଇ ନିଅନ୍ତୁ । ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଜାନୁଆରୀରୁ ଲାଗୁ ହେବା ପାଇଁ ହୋଇଥିଲା ନିଷ୍ପତ୍ତି ।ତେବେ ଫେବୃଆରୀ ମାସରୁ ପିୟୁସିସି ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ