Tuesday, April 14, 2026
28 C
Odisha

    ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ମୃତ, ପୁଲିସ ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଗୋପାଳପୁର ସମୁଦ୍ରରେ ଶନିବାର ହୋଲି ଖେଳି ଗାଧୋଉ ଥିବା ବେଳେ ପାଣିରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ପୁଲିସ କହିଛି।

    ସୂଚନା ଅନୁଯାୟୀ ଶନିବାର ହୋଲି ଖେଳି ଗୋପାଳପୁର ସମୁଦ୍ରକୁ ଗାଧୋଇଵା ପାଇଁ ଯୁବକ ଜଣକ ଆସିଥିଲେ। ସମୁଦ୍ରରେ ଗାଧୋଉ ଥିବା ବେଳେ ଅସାବଧନତା ହେତୁ ପ୍ରଖର ସ୍ରୋତରେ ଭାସିଯାଇ ଯାଇଥିଲେ ଏବଂ ପାଣି ପିଇ ଗୁରୁତର ହୋଇଥିଲେ। ସମୁଦ୍ର ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଓ ଅଗ୍ନିଶମ ବାହିନୀ ବୁଡ଼ି ଯାଉଥିବା ଯୁବକକୁ ଉଦ୍ଧାର ପରେ କୁଳକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲୋ।
    ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ଗୋପାଳପୁର ଥାନାରେ ୩/୨୫ ଅପମୃତ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଥିବା ଥାନା ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    22 %
    1.5kmh
    0 %
    Mon
    28 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ