Friday, April 3, 2026
33.6 C
Odisha

    ଗ୍ରାମୀଣ ଡ଼ାକ ସେବକ ପଦବୀ ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କରେ ନିଯୁକ୍ତି ଆମନ୍ତ୍ରଣ, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍(IPPB) ଗ୍ରାମୀଣ ଡ଼ାକ ସେବକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଆବେଦନକାରୀ ଅନଲାଇନ୍ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

    ପଦବୀ ବିବରଣୀ : ୩୪୮

    ଆବେଦନ ତାରିଖ : ଏହି ନିଯୁକ୍ତି ପାଇଁ ଆବେଦନକାରୀମାନେ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ

    ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୦ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

    ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଭାରତ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସରକାରୀ ସଂସ୍ଥା ଦ୍ୱାରା ଅନୁମୋଦିତ ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡରୁ ଯେ କୌଣସି ବିଭାଗରେ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ ।

    ଚୟନ ପ୍ରକ୍ରିୟା : ସ୍ନାତକ ସ୍ତରରେ ପ୍ରାପ୍ତ ନମ୍ବରର ପ୍ରତିଶତ ଆଧାରରେ ଚୟନ କରାଯିବ

    ଆବେଦନ ପ୍ରକ୍ରିୟା :

    ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

    ହୋମପେଜରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

    ଏହା ପରେ ରେଜିଷ୍ଟ୍ରେସନ କରନ୍ତୁ

    ରେଜିଷ୍ଟ୍ରେସନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ

    ଫର୍ମ ସବମିଟ୍ କରିବା ପରେ ପ୍ରାର୍ଥୀମାନେ ଶେଷରେ ପ୍ରିଣ୍ଟଆଉଟ୍ କାଢି ଆଣିବେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ