Monday, October 5, 2026
29.1 C
Odisha

    ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ, ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ

    ଆଗକୁ ପଢନ୍ତୁ

    କୋଟପାଡ଼ : ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ । ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ ହୋଇଛି । ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ଜବତ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ DVF ଯବାନଙ୍କ ଦ୍ବାରା ଜବତ ହୋଇଛି । ୧୦ ଦିନ ତଳେ ବୈପାରୀଗୁଡ଼ା ଥାନାଞ୍ଚଳରୁ ମାଓ ଡମ୍ପ ଠାବ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ