Sunday, April 26, 2026
29.2 C
Odisha

    ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ, ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ରାଜନଗର: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ ।  ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ ।  ପିଲା ପହଂଚିବା ପରେ ସ୍ୱଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର । ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଜାତିପ୍ରଥାକୁ ନେଇ ଦୀର୍ଘ ତିନିମାସ ଧରି ବନ୍ଦ ରହିଥିଲା ଅଙ୍ଗନବାଡି କେନ୍ଦ୍ର ।

    ଗତ ୧୪ ତାରିଖରେ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ହାପରେ ନିଜ ନିଜ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ରାଜି ହୋଇଥିଲେ ଗ୍ରାମବାସୀ । ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ପିଲାଙ୍କୁ କାଖେଇ ସେଣ୍ଟରକୁ ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    43 %
    1kmh
    100 %
    Sun
    43 °
    Mon
    44 °
    Tue
    43 °
    Wed
    42 °
    Thu
    40 °

    ସମ୍ବନ୍ଧିତ