Friday, October 31, 2025
28.5 C
Odisha

    ଜୀବନ ହାରିଲେ ମହିଳା କନେଷ୍ଟବଳ, ପ୍ରେମ ବ୍ୟାପାର ନେଇ ଅଭିଯୋଗ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଜୀବନ ହାରିଲେ ମହିଳା କନେଷ୍ଟବଳ । ବାଲେଶ୍ବର ପୋଲିସ ବାରାକରେ ମହିଳା କନେଷ୍ଟବଳଙ୍କ ଜୀବନ ହାରିବା ଅଭିଯୋଗ ହୋଇଛି । ମୃତକ ଯଶୋଦା ଦାସ, ତାଙ୍କ ଘର ରେମୁଣା ।

    ସୂଚନା ଅନୁସାରେ ଆଜି ବାରାକରେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୀବନ ହାରିବାର କାରଣ ପ୍ରେମଜନିତ ବୋଲି ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ସମ୍ପର୍କ ରହିଥିଲା । ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    66 %
    1.3kmh
    51 %
    Fri
    30 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ