Friday, April 3, 2026
39.1 C
Odisha

    ଟାଇମ୍ସ ଅଫ୍ ଇଣ୍ଡିଆ ରଥଯାତ୍ରା ପ୍ରତିଯୋଗିତାର ରିଡର୍ସ ଚଏସ୍ ବିଭାଗରେ କିସ୍ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ଶ୍ରେଷ୍ଠ ବିବେଚିତ

    ଆଗକୁ ପଢନ୍ତୁ

    ଟାଇମ୍ସ ଅଫ୍ ଇଣ୍ଡିଆ ରଥଯାତ୍ରା ପ୍ରତିଯୋଗିତାର ରିଡର୍ସ ଚଏସ୍ ବିଭାଗରେ କିସ୍ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛି । ପ୍ରତିବର୍ଷ ଟାଇମ୍ ସ ଅଫ୍ ଇଣ୍ଡିଆ ଭୁବନେଶ୍ୱର ସଂସ୍କରଣ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ରଥଯାତ୍ରାକୁ ନେଇ ପ୍ରତିଯୋଗିତା କରାଯାଇଥାଏ ।

    ରଥରେ ସାଜସଜ୍ଜା, ପରମ୍ପରା, ସଂସ୍କୃତି ଓ ରଥଯାତ୍ରାରେ ସାଧାରଣ ଜନତାଙ୍କ ସଂପୃକ୍ତିକୁ ନେଇ ଏହି ପ୍ରତିଯୋଗିତା କରାଯାଇଥାଏ । ଲଗାତର ଭାବେ ୩ବର୍ଷ ଧରି କିସ୍ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ରିଡର୍ସ ଚଏସ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଆସୁଛି ।

    ଟାଇମ୍ ଅଫ୍ ପକ୍ଷରୁ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପକ୍ଷରୁ ମନ୍ଦିର ମୁଖ୍ୟ ପରିଚାଳକ ରବୀନ୍ଦ୍ର ନାଥ ବିଶ୍ୱାଳ ଏବଂ କିଟ୍ ଲୋକସମ୍ପର୍କ ଉପନିର୍ଦ୍ଦେଶକ ରତ୍ନାକର ପତି ଏହି ପୁରସ୍କାର ଗ୍ରହଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ