Friday, August 7, 2026
24.3 C
Odisha

    ଟୁରିଷ୍ଟ ବେଶରେ ଗଞ୍ଜେଇ ବେପାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟୁରିଷ୍ଟ ବେଶରେ ଗଞ୍ଜେଇ ବେପାରୀ । ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ବିହାରର ଯୁବକ । ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF । ଦୁଇଟି ଟ୍ରଲିରୁ ୩୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ । ଯୁବକ ଜଣକ ନିଜକୁ ଟୁରିଷ୍ଟ ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ପରେ ବ୍ୟାଗରୁ ଗଞ୍ଜେଇ ମିଳିବା ପରେ ଧରିଥିଲା ପୋଲିସ । ଗିରଫ ଯୁବକ ବିହାର ନାଳନ୍ଦା ଅଞ୍ଚଳର ପପୁ କୁମାର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ