Saturday, March 14, 2026
35.3 C
Odisha

    ଡିଭାଇଡରରେ ପିଟିହେଲା ବସ୍, ୪ ମୃତ

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶ : ଡିଭାଇଡରରେ ବସ୍ ପିଟିହେବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଛନ୍ତି । ଏଭଳି ଏକ ମାର୍ମନ୍ତୁଦ ଘଟଣା ଘଟିଛି ଚିତୋରରେ । ଏକ ଘରୋଇ ଯାତ୍ରୀବାହୀ ବସ୍ ଚିତୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଆହତଙ୍କୁ ଚିତୋର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ