Saturday, February 21, 2026
19 C
Odisha

    ତେଜସ ଏକ୍ସପ୍ରେସ ଏକ୍ସପ୍ରେସ୍‌ ଇଞ୍ଜିନରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ବାଲେଶ୍ୱର  :  ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ଏକ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସ ବୋଲି ଜଣାପଡ଼ିଛି। ତେବେ ଟ୍ରେନ୍‌ ଡ୍ରାଇଭର ସୁରକ୍ଷିତ ଭାବେ ଟ୍ରେନ୍‌ଟିକୁ ଫାଟକ ନିକଟରେ ଅଟକାଇବା ସକ୍ଷମ ହୋଇ ଫାଟକ ପାଖରେ ଥିବା ରେଳ ବିଭାଗର ରୁମ୍‌କୁ ଚାଲିଯାଇଥିଲେ। ଅଦ୍ୟାବଧି ଦୀର୍ଘ ସମୟ ଧରି ରେଳ ଫାଟକ ବନ୍ଦ ଅଛି। ଅଦ୍ୟାବଧି ଟ୍ରେନଟି ଘଟଣାସ୍ଥଳରେ ଅଟକ ଥିବା ବେଳେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    34 %
    1.5kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    35 °

    ସମ୍ବନ୍ଧିତ