Sunday, February 1, 2026
29 C
Odisha

    ଦାରୁ ବିବାଦ : ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ପୁରୀ : ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ପ୍ରସଙ୍ଗ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗତକାଲି ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ କାଠରେ ତିଆରି ବିଗ୍ରହ ପହଞ୍ଚିଲା କିପରି ତାକୁ ନେଇ ହେବ ଆଲୋଚନା । ଗତକାଲି ଶ୍ରୀ ମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ପିଳନୀରେ ଦୀଘା ମନ୍ଦିର ପୂଜା ପାଇଁ ଯାଇଥିବା କହିିଥିଲେ । ମନ୍ଦିରରେ ଦାରୁ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା ପାଇବା ନେଇ ଏକ ଘରୋଇ ଚ୍ୟାନେଲରେ ପ୍ରତିକ୍ରିୟା ରଖିଥିଲେ ।

    ଯାହାକୁ ନେଇ ଦାରୁ ବିବାଦ ମୁଣ୍ଡ ଟେକିଥିବାବେଳେ ଗତକାଲି ଆଇନମନ୍ତ୍ରୀ ସୁରେଶ ପୂଜାରୀ ଯାଞ୍ଚ ନିର୍ଦ୍ଦେଶ ନେଇ ଚିଠି ଲେଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ