Sunday, December 21, 2025
17.9 C
Odisha

    ଦିଲ୍ଲୀ ଅଭିମୁଖେ ବଳଙ୍ଗା ଥାନା ଅଧିକାରୀ, ପୀଡିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବେ

    ଆଗକୁ ପଢନ୍ତୁ

    ପିପିଲି : ଦିଲ୍ଲୀ ଅଭିମୁଖେ ବଳଙ୍ଗା ଥାନା ଅଧିକାରୀ । ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି ଦିଲ୍ଲୀ ଯାଇଛନ୍ତି । ସଂଧ୍ୟା ୫ଟାରେ ଫ୍ଲାଇଟ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଦିଲ୍ଲୀ ଏମ୍ସରେ ଥିବା ପୀଡିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ । ଏହି ଘଟଣାରେ ଇନଭେସ୍ଟିକେସନ ଅଫିସର ଅଛନ୍ତି ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି । ତେଣୁ ଉଭୟ ବଳଙ୍ଗା ଥାନା ଅଧିକାରୀ ଓ IO ଦିଲ୍ଲୀ ଅଭିମୂଖେ ଯାତ୍ରା କରିଛନ୍ତି । ଏପଟେ ଦିଲ୍ଲୀରୁ ଫେରିବେ ପୂର୍ବରୁ ଯାଇଥିବା କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନା ମହିଳା ଏଏସଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ