Thursday, June 25, 2026
25.8 C
Odisha

    ନଦୀ ଉପର ମୁଣ୍ଡରେ କୁମ୍ଭୀର ଆତଙ୍କ, ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ

    ଆଗକୁ ପଢନ୍ତୁ

    ଭଦ୍ରକ : ନଦୀ ଉପର ମୁଣ୍ଡରେ କୁମ୍ଭୀର । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମଚାନ୍ଦ ପାଟଣା ସ୍ଥିତ କପାଳି ନଦୀରେ କୁମ୍ଭୀର ଆତଙ୍କ ଦେଖା ଦେଇଛି ।ଗତକାଲି ସନ୍ଧ୍ୟାରେ ଦୁଇଟି କୁମ୍ଭୀର ନଦୀର କୂଳରେ ଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । କୁମ୍ଭୀରକୁ ଦେଖିବା ପାଇଁ ଶହ ଶହ ଗ୍ରାମବାସୀଙ୍କ ଭିଡ଼ ନଦୀ କୂଳରେ ଲାଗିଥିଲା । ଏନେଇ ବନ ବିଭାଗକୁ ଜଣିବା ପରେ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରିଛନ୍ତି । ନଦୀରେ ପାଣି ଜୋର ଥିବାରୁ ତଳ ମୁଣ୍ଡରୁ କୁମ୍ଭୀର ପଳାଇଆସିଛି । ନଦୀ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ନଦୀକୁ ନଯିବା ପାଇଁ ମାଇକ ଯୋଗେ ସତର୍କ କରାଉଛି ବନ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    79 %
    1.1kmh
    97 %
    Wed
    26 °
    Thu
    37 °
    Fri
    38 °
    Sat
    37 °
    Sun
    37 °

    ସମ୍ବନ୍ଧିତ