Sunday, September 20, 2026
30.5 C
Odisha

    ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ନେପାଳରେ ବନ୍ୟା ସଙ୍କଟ ସମୟରେ ଭାରତର ସହଯୋଗ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିଛି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ। ତାଙ୍କ ଗସ୍ତର ଗନ୍ତବ୍ୟ ନୂଆଦିଲ୍ଲୀ ରହିବ ବୋଲି ନେପାଳ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

    ସୂଚନାଯୋଗ୍ୟ ୩୬ ବର୍ଷୀୟ ବାଲେନ ଶାହ ଜଣେ ଇଞ୍ଜିନିୟର ଓ ରାପର୍ ଭାବେ ମଧ୍ୟ ପରିଚିତ। ୨୦୨୨ ମସିହାରୁ ସେ କାଠମାଣ୍ଡୁର ମେୟର ଥିଲେ। ଏବେ ସେ ଗତ ମେ’ ମାସ ୫ ତାରିଖ ଠାରୁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ