Wednesday, November 4, 2026
23 C
Odisha

    ନିଲାମ ହେବ ଜୟଲଳିତାଙ୍କ ବାସଭବନ

    ଆଗକୁ ପଢନ୍ତୁ

    ଚେନ୍ନାଇ : ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ ବାସଭବନ ‘ବେଦ ନିଳୟମ୍‌’କୁ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ‘ବେଦ ନିଳୟମ’ ଉପରେ ଆୟକର, ସମ୍ପତ୍ତି କର ଏବଂ ସୁଧ ବାବଦକୁ ମୋଟ ୧୩.୬୯ କୋଟି ଟଙ୍କା ବକେୟା ରହିଛି। ଏହି ବକେୟା ଟିକସ ଜୟଲଳିତାଙ୍କ କୌଣସି ଉତ୍ତରାଧିକାରୀ ପୈଠ ନକଲେ ଉକ୍ତ ବାସଭବନକୁ ନିଲାମ କରାଯିବ ବୋଲି ଆୟକର ବିଭାଗ ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଛି। ଆୟକର ପକ୍ଷରୁ ଧାର୍ଯ୍ୟ ଟିକସକୁ ବିରୋଧ କରି ଜୟଲଳିତାଙ୍କ ଝିଆରୀ ଜେ ଦୀପା ହାଇକୋର୍ଟରେ ଦାୟର କରିଥିବା ରିଟ୍ ପିଟିସନ ଉପରେ ଶୁଣାଣି ସମୟରେ ଆୟକର ବିଭାଗ ଏହି ଉତ୍ତର ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23 ° C
    23 °
    23 °
    94 %
    1.3kmh
    100 %
    Tue
    23 °
    Wed
    28 °
    Thu
    25 °
    Fri
    27 °
    Sat
    26 °

    ସମ୍ବନ୍ଧିତ