Saturday, October 10, 2026
22.4 C
Odisha

    ପଟ୍ଟାମୁଣ୍ଡାଇରେ ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ

    ଆଗକୁ ପଢନ୍ତୁ

    ପଟ୍ଟାମୁଣ୍ଡାଇରେ ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ। ଏଥର ବିଜେଡି ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ କରିଥିବା ବେଳେ ଆଜି ସେ ପଟ୍ଟାମୁଣ୍ଡାଇ ଗ୍ରସ୍ତ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକ ଙ୍କ ସହ ପଟ୍ଟାମୁଣ୍ଡାଇ ବିଭିନ୍ନ ଦେବା ଦେବୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହା ସହ ପଟ୍ଟାମୁଣ୍ଡାଇ ବଜାରରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ ଅଂଶୁମାନ। ତାଙ୍କ ସହ ରାଜନଗର ବିଧାୟକ ପ୍ରାର୍ଥୀ ଧୃବ ସାହୁ ଓ ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ଉପସ୍ଥିତ ରହିଥିଲେ। କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡ଼ା ବିକାଶକୁ ନେଇ ସେ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଆମେ ପ୍ରାଣପ୍ରଣେ ଉଦ୍ୟମ କରିବୁ ବୋଲି କହିଛନ୍ତି ଅଶୁଂମାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ