Friday, May 17, 2024
28.4 C
Odisha

    ବିଜେପି ପାର୍ଟି ଅଫିସରେ ଗଣ୍ଡଗୋଳ

    ଆଗକୁ ପଢନ୍ତୁ

    ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ବିଜେପି ପାର୍ଟି ଅଫିସରେ ଗଣ୍ଡଗୋଳ । ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ଗଣ୍ଡଗୋଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହିମାଂଶୁଙ୍କ ଗୋଷ୍ଠୀର ହଙ୍ଗାମା । ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.4 ° C
    28.4 °
    28.4 °
    50 %
    1.1kmh
    68 %
    Fri
    28 °
    Sat
    36 °
    Sun
    40 °
    Mon
    42 °
    Tue
    42 °

    ସମ୍ବନ୍ଧିତ