Friday, February 13, 2026
27.1 C
Odisha

    ପିତାମାତା ହେଲେ ଓଲିଉଡ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , ଶିଶୁପୁତ୍ର ଜନ୍ମ ଦେଲେ ଅଭିନେତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଲିଉଡ ଲୋକପ୍ରିୟ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ଘରେ ଖୁସିର ଲହରୀ । ମା ହେଲେ ଓଲିଉଡ଼ ହିରୋଇନ ଅର୍ଚ୍ଚିତା । ଗତକାଲି ପୁତ୍ର ସନ୍ତାନର ମା ହେଲେ ଅର୍ଚ୍ଚିତା । ଏନେଇ ସବ୍ୟାର୍ଚ୍ଚିତା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ବିବାହର 5 ବର୍ଷ ପରେ ଦମ୍ପତି ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି । ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମିଳିତି ଭାବେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଲେଖିଛନ୍ତି, ”କାଳିଆ ଆସିଲା ।

    ଗତବର୍ଷ ଡିସେମ୍ୱର 13ରେ ସବ୍ୟ ଓ ଅର୍ଚ୍ଚିତା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଓ ଫଟୋ ସେୟାର କରି ଖୁସି ଖବର ଦେଇଥିଲେ । ଭିଡିଓରେ ସବ୍ୟ ଓ ଅର୍ଚ୍ଚିତା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ନଜର ଆସିଥିଲେ । ଏହି ସମୟରେ ଉଭୟ ପଛମୁହାଁ କରି ଠିଆ ହୋଇଥିବା ବେଳେ ହାତରେ ଦୁଇ ଜୋତା ଧରି କିସ୍ କରୁଥିବାର ନଜର ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.1 ° C
    27.1 °
    27.1 °
    22 %
    1.2kmh
    72 %
    Fri
    31 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ