Tuesday, July 14, 2026
26.6 C
Odisha

    ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEO ମାନଙ୍କୁ ନେଇ OSCPCR ପକ୍ଷରୁ କର୍ମଶାଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ । ସମସ୍ତ ଜିଲ୍ଲାର DEO ମାନଙ୍କୁ ନେଇ OSCPCR ପକ୍ଷରୁ ଆରମ୍ଭ ହୋଇଛି କର୍ମଶାଳା । ଯେଉଁଠି ପିଲାଙ୍କୁ ସାଇବର ବିପଦରୁ କିପରି ବର୍ତ୍ତିବେ । କିପରି ଜାଣିବେ କଣ ରହିଛି ଡିଜିଟାଲ ଅଧିକାର ।

    ଭର୍ଚୁଆଲ ମୋଡରେ କଣ କଣ୍ଟେଣ୍ଟ ଦେଖିବେ ଏବଂ କଣ ବ୍ୟବହାର କରିବେ ନାହିଁ, ସେ ସମ୍ପର୍କରେ ରୋଡ ମ୍ୟାପ ପ୍ରସ୍ତୁତ ହେବ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଏବଂ ପରେ ଯୁକ୍ତ ଦୁଇ ଯାଏ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ସଚେତନତା ପାଇଁ ଆରମ୍ଭ ହୋଇଛି କାର୍ଯକ୍ରମ । ତଥ୍ୟ କହୁଛି ୯୦୦ମିଲିୟନ ଇଣ୍ଟରନେଟ ବ୍ୟବହାର କାରୀଙ୍କ ମଧ୍ୟରୁ ୩୦ମିଲିୟନ ଛାତ୍ର ଛାତ୍ରୀ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    81 %
    1.1kmh
    100 %
    Tue
    26 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ