Sunday, February 1, 2026
29 C
Odisha

    ପୁରୀରେ ମୁଖ୍ୟମନ୍ତ୍ରୀ , ଦର୍ଶନ କଲେ ପହଣ୍ଡି ବିଜେ

    ଆଗକୁ ପଢନ୍ତୁ

    ପୁରୀ : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି। ସେ ସ୍ନାନମଣ୍ଡପରେ ପହଣ୍ଡି ବିଜେ ଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ରହିଥିଲେ। ସେ କହିଛନ୍ତି ଯେ, ନୀତିକାନ୍ତି ସମୟ ଅନୁସାରେ ସବୁ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟ ଠିକ୍ ଭାବେ ଚାଲିଛି। ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହ। ଗୋଟି ପହଣ୍ଡିରେ ବିଜେ ହେଲେ ଶ୍ରୀବିଗ୍ରହ। ଦିନ ୧୨ଟା ୨୦ରୁ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ହାତୀବେଶରେ ଦର୍ଶନ ଦେବେ ମହାବାହୁ। ସଂଧ୍ୟା ୭ଟା ୩୦ରୁ ସାହାଣମେଲା ଦର୍ଶନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ