Tuesday, January 27, 2026
22.6 C
Odisha

    ପୁରୀରେ ହେବ ବିମାନବନ୍ଦର

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ନିର୍ମାଣ ହେବ ବିମାନବନ୍ଦର। ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ। ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି। ବିମାନବନ୍ଦର ପାଇଁ ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଥିବା ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    46 %
    1.1kmh
    0 %
    Tue
    31 °
    Wed
    32 °
    Thu
    32 °
    Fri
    33 °
    Sat
    33 °

    ସମ୍ବନ୍ଧିତ