Sunday, September 20, 2026
28.5 C
Odisha

    ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା, ବ୍ରହ୍ମପୁରରେ ପହଞ୍ଚିଲେ CBI ଟିମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବ୍ରହ୍ମପୁରରେ CBI ଟିମ୍ । ବ୍ରହ୍ମପୁରରେ ପହଞ୍ଚିଲେ CBI ଟିମ । ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କରୁଛି ସିବିଆଇ ଟିମ । ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ବେଲ ପିଟିସନର ଶୁଣାଣି ଅଛି । ଏଥିପାଇଁ CBI ଟିମ ସେହି କୋର୍ଟ ପହଞ୍ଚିଛି । ସେପଟେ ମୂଳ ମାମଲା jmfc ଗ୍ରାମୀଣ କୋର୍ଟରେ ପଡିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ