Thursday, September 24, 2026
23.9 C
Odisha

    ବନ୍ୟାପାଣି ଛାଡିବା ପରେ ଜାଲରେ ପଡ଼ିଲେ କ୍ୱିଣ୍ଟାଲକ୍ୱିଣ୍ଟାଲଚୂନାମାଛ, ଜିଅନ୍ତା ମାଛ କିଲୋକୁ ୧୦ ଟଙ୍କା

    ଆଗକୁ ପଢନ୍ତୁ

    ବାଙ୍କୀ : ଜିଅନ୍ତା ମାଛ କିଲୋକୁ ୧୦ ଟଙ୍କା । ଗତ ମାସରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ବାଙ୍କୀଠାରେ ଶାଖା ନଦୀ ରଣଓଚନ୍ଦ୍ରପା ନଦୀରେ ପାଣି ଶହଶହ ହେକ୍ଟର ଜମିରେ ମାଡି ରହିଥିଲା । ମହାନଦୀରୁ ପାଣି ନିଷ୍କାସନ ହେବା ପରେ ଦୀର୍ଘ ୨୫ଦିନ ପରେ ଚନ୍ଦ୍ରପା ନଦୀରୁ ମହାନଦୀକୁ ପାଣି ଧିରେ ଧିରେ ନିଷ୍କାସନ ହେଉଛି । ବାଙ୍କୀ ବ୍ଲକର ବ୍ରହ୍ମପୁରା ପାଟରେ ପାଣି ଖାଲି ହେବାରୁ ଜାଲରେ ପଡୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ଚୂନାମାଛ ।

    ଏଠାରେ ଜିଅନ୍ତା ମାଛ କିଲୋକୁ ଦଶଟଙ୍କା ତ୍ ୫୦ଟଙ୍କାରେ ବ୍ୟାଗେ ଭର୍ତ୍ତି ମାଛ । ମାଛ କିଣିବାକୁ ଜୋରଦାର ଗହଳି ଲାଗି ରହିଛି । ଆଜି ଗୁରୁବାର ଥିବା ସତ୍ତ୍ୱେ ଗ୍ରାହକମାନେ ଶସ୍ତାରେ ଚୂନା ମାଛକୁ କିଣି ଘରକୁ ନେଉଛନ୍ତି । ସକାଳୁ ମତ୍ସ୍ୟ ଜୀବୀମାନେ ପ୍ରାୟ ସାତ କ୍ୱିଣ୍ଟାଲ ମାଛ ବିକ୍ରି କରିସାରିଲାଣି । ଶସ୍ତାରେ ମାଛ କିଣିବାକୁ ଲୋକେ ବିଭିର୍ଣ୍ଣ ଗାଆଁରୁ ବ୍ରହ୍ମପୁରାକୁ ଆସୁଥିବାର ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    3.6kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ