Thursday, September 4, 2025
24.9 C
Odisha

    ବାବା ଭେଙ୍ଗାଙ୍କ ସବୁଠୁ ଭୟଙ୍କର ଭବିଷ୍ୟବାଣୀ

    ଆଗକୁ ପଢନ୍ତୁ

    ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତାଙ୍କ କହିବା ଅନୁସାରେ୨୦୨୪ ମସିହା ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ କହିଥିଲେ। ଆଗରୁ ଭୂମିକମ୍ପ, ଅଦିନିଆ ବର୍ଷା ଓ ମରୁଭୂମିରେ ବନ୍ୟା ଭଳି ଅନେକ ପୂର୍ବାନୁମାନ କରାଯାଇଥିଲା ଯାହା ସତ ସାବ୍ୟସ୍ତ ହୋଇଥିଲା। ଏପରିକି ବାବା ଭେଙ୍ଗା ମଧ୍ୟ ସୌର ଝଡ଼ର ପୂର୍ବାନୁମାନ କରିଥିଲେ। ତେବେ ଏହା କେବେ ଓ କେଉଁଠି ଆସିବ ତାକୁ ନେଇ ସାରା ବିଶ୍ୱର ଲୋକେ ଭୟଭୀତ ହୋଇପଡିଛନ୍ତି । ଜାଣନ୍ତୁ, ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବାବା ଭେଙ୍ଗା ଏବଂ ତାଙ୍କ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି । ଯଦି ପ୍ରକୃତରେ ସୌର ଝଡ଼ ଆସେ ତେବେ ପୃଥିବୀରେ କେତେ କ୍ଷୟକ୍ଷତି ହୋଇପାରେ ତାହା ଆକଳନ କରିବା କଷ୍ଟକର ବୋଲି ଲୋକେ ଆଶଙ୍କା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    93 %
    1.5kmh
    100 %
    Thu
    25 °
    Fri
    29 °
    Sat
    26 °
    Sun
    29 °
    Mon
    30 °

    ସମ୍ବନ୍ଧିତ