Sunday, March 8, 2026
31.2 C
Odisha

    ବିନ୍ଦୁସାଗରକୁ ହେବ ହେରିଟେଜ ହ୍ରଦ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ ସେଣ୍ଟର କରିବାକୁ ପ୍ରସ୍ତାବ ରହିଛି । ଯାହା ପାର୍କିଂ ସେଣ୍ଟରର ଶେଷ ଆଡୁକୁ ହେବ । ସେଠାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ।

    ସେହିପରି ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ ହ୍ରଦ କରାଯିବ । ଏହି ଦୁଇଟି ନୂଆ ପ୍ରକଳ୍ପ ମିଶିଥିବାରୁ ବଜେଟ ପରିମାଣ ଆହୁରି ବଢିବ । ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନାହିଁ । ପୁରୁଣା ଏଜେନସି କାମ କରିବାକୁ ଚାହିଁଲା ନାହିଁ । ତେଣୁ ନୂଆ ଏଜେନସି ଏହି କାମ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    42 %
    1.2kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ