Tuesday, November 3, 2026
27.8 C
Odisha

    ବିଳମ୍ବିତ ରାତିରେ ବାରିକେଡ୍ ଭାଙ୍ଗି ଜାତୀୟ ରାଜପଥ ପାର୍ ହେଲା ଦନ୍ତା

    ଆଗକୁ ପଢନ୍ତୁ

    ଆଠଗଡ଼ : ବାରିକେଡ୍ ଭାଙ୍ଗି ରାସ୍ତା ପାର୍ ହେଲା ହାତୀ । ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଆତଙ୍କ ଖେଳାଇଲା ଦନ୍ତା । ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ଓରନ୍ଦା ନିକଟରେ ହାତୀ ଆତଙ୍କ । ୫୫ ନମ୍ବର ଜାତୀୟ ରାଜପଥରେ ଏକ ହାତୀ ବାରିକେଡ୍ ଭାଙ୍ଗି ରାସ୍ତା ପାର୍ ହେଉଥିବର ଭିଡିଓ ଭାଇରାଲ ହେଉଛି । ହାତୀଟି ହଠାତ୍ ରାସ୍ତା ଉପରକୁ ଆସିବାରୁ ଭୟଭୀତ ହୋଇପଡ଼ିଥିଲେ ଯାତ୍ରୀ । ଏଭଳି ସମ୍ବେଦନଶୀଳ ସ୍ଥାନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.8 ° C
    27.8 °
    27.8 °
    78 %
    0.5kmh
    68 %
    Tue
    27 °
    Wed
    26 °
    Thu
    24 °
    Fri
    28 °
    Sat
    27 °

    ସମ୍ବନ୍ଧିତ