Tuesday, November 3, 2026
25.4 C
Odisha

    ଦୀପାବଳି ପୂର୍ବରୁ ଧରପଗଡ଼, କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଏକ ଭଡ଼ା ଘରୁ ବିପୁଳ ପରିମାଣର ବାଣ ଜବତ

    ଆଗକୁ ପଢନ୍ତୁ

    କଟକ : ଦୀପାବଳି ପୂର୍ବରୁ ଧରପଗଡ଼ । ୩୨ ପ୍ରକାର ବାଣ ଜବତ । କଟକ ସି ଡି ଏ ସେକ୍ଟର ୯ ଅଞ୍ଚଳର ଏକ ଭଡ଼ା ଘରୁ ବିପୁଳ ପରିମାଣର ବାଣ ଜବତ କଲା କମିଶନରେଟ ପୋଲିସ୍ । ଜବତ ବାଣର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ବାବଦରେ ଘର ମାଲିକ ଅଜ୍ଞ ଥିବା ବେଳେ ଅଭିଯୁକ୍ତ ଫେରାର । ବେଆଇନ ବାଣ ବିକ୍ରି ଉପରେ ନଜର ଥିବା କମିଶନରେଟ ପୋଲିସର ସୂଚନା । ସେପଟେ ଅନଲାଇନରେ କିଛି ବ୍ୟବସାୟୀ ବାଣ ବିକ୍ରି କରୁଥିବା ଅଭିଯୋଗ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    89 %
    0.4kmh
    87 %
    Tue
    24 °
    Wed
    26 °
    Thu
    24 °
    Fri
    28 °
    Sat
    27 °

    ସମ୍ବନ୍ଧିତ