Sunday, February 1, 2026
29 C
Odisha

    ବ୍ରହ୍ମପୁରରେ ଜିଲ୍ଳାସ୍ତରୀୟ ବିକାଶ ମେଳା-୨୦୨୫ ଉଦ୍‌ଘାଟନ କଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ବିକାଶ ମେଳା-୨୦୨୫ ଦ୍ଵିତୀୟ ଦିବସରେ ବିଭିନ୍ନ ଷ୍ଟଲ୍ ଗୁଡିକୁ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ତଥା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଓଡ଼ିଆ ଫୁଡ୍‌ କୋଟକୁ ବୁଲି ଦେଖିଛନ୍ତି।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ମାନ୍ୟବର ବିଧାୟକ ଗଣ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଗଣ, ସ୍ଥାନୀୟ ବୁଦ୍ଧିଜିବୀଙ୍କ ସମେତ ଦଳୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ