Saturday, October 10, 2026
30.1 C
Odisha

    ଭଦ୍ରକରେ ଜଳିଗଲା ଜୋତା ଗୋଦାମ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

    ଆଗକୁ ପଢନ୍ତୁ

    ଭଦ୍ରକ  : ଭଦ୍ରକରେ ଜଳିଗଲା ଜୋତା ଗୋଦାମ । କଚେରୀ ବଜାରରେ ଥିବା ବଡ଼ ଜୋତା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ନୂଆ ଜୋତା ପୋଡ଼ି ପାଉଁଶ । ହଠାତ ଜୋତା ଦୋକାନରେ ଧୂଆଁ ବାହାରି ଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିଆଁ ଲିଭାଇବା ପାଇଁ ଦୁଇଟି ଦମକଳ ଗାଡ଼ି ଦୁଇ ଘଣ୍ଟା ଧରି ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ