Sunday, October 11, 2026
25 C
Odisha

    ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ, ଚାଲିଗଲା ୫ ଜୀବନ

    ଆଗକୁ ପଢନ୍ତୁ

    ଛତିଶଗଡ : ଛତିଶଗଡ ବସ୍ତର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ। ଚାଲିଗଲା ୫ ଜଣଙ୍କ ଜୀବନ। ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକରେ ୪୫ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଆଜି ଭୋର୍ ସକାଳ ପ୍ରାୟ ୪.୩୦ ମିନିଟ୍ ସମୟରେ ଟ୍ରକଟି ବସ୍ତର ଜିଲ୍ଲାର ଦରଭା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ