Wednesday, October 7, 2026
30.3 C
Odisha

    ଭିଏସଏସ୍ ନଗରରେ ଅଘଟଣ, ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ। ଘର ଭିତର ବନ୍ଦ ଥିବାରୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ। ବାଦାମବାଡ଼ି ଛକ ପୋଷ୍ଟ ଅଫିସ ନିକଟରେ ଥିବା ବିଲ୍ଡିଂରୁ ମିଳିଛି ମୃତଦେହ। ଘଟଣାସ୍ଥଳରେ ଛାନବିନ ଚଳାଇଛି ସହିଦନଗର ଥାନା ପୋଲିସ। ପ୍ରେମ ପାଇଁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାଧିକାରୀ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି ସହିଦନଗର ଆଇଆଇସି ଅଶୋକ ନାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ