Sunday, February 1, 2026
29 C
Odisha

    ଭୁଶୁଡିଲା କଟକ ଶିଶୁ ଭବନର ନୂଆ ବିଲ୍‌ଡିଂ କାନ୍ଥ

    ଆଗକୁ ପଢନ୍ତୁ

    କଟକ : କଟକ ଶିଶୁ ଭବନର ନୂତନ ବିଲ୍ଡିଂର ଭୁଶୁଡ଼ିଲା ସାଇଡ଼ କାନ୍ଥ। ଲଗାଣ ବର୍ଷା ସମୟରେ ଭୁଶୁଡ଼ି ପଡ଼ିଲା ସାଇଡ଼ କାନ୍ଥ । କିଛି ଦିନ ପୂର୍ବେ ଉଦଘାଟନ ହୋଇଥିଲା ଶିଶୁ ଭବନର ଏହି ନୂତନ ବିଲ୍ଡିଂ ।

    ଆଜି ଅପରାହ୍ନ ରେ ସହରରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ନୂତନ ବିଲ୍ଡିଂର କାନ୍ଥ। ଏହି ସମୟରେ ବିଲ୍ଡିଂ ତଳେ ଥିବା ୧୦ ଟି ଦୁଇ ଚକିଆ ଗାଡ଼ି ଭାଙ୍ଗି ଯାଇଛି । କାନ୍ଥ ଭୁଡିବାରେ କାହାର କୌଣସି କ୍ଷୟକ୍ଷତି ଘଟି ନାହିଁ ।

    ଏହି ସାତ ମହଲା କୋଠାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମିଳିତ ଭାବରେ ୧୧ ଏପ୍ରିଲ୍ ୨୦୨୫ରେ ଉଦଘାଟନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ