Sunday, January 11, 2026
20.4 C
Odisha

    ଭୁଷୁଡିଲା ନିର୍ମାଣଧୀନ ୬ ମହଲା କୋଠା, ଚାପି ହୋଇଗଲେ ଅନେକ ଶ୍ରମିକ

    ଆଗକୁ ପଢନ୍ତୁ

    ଛତିଶଗଡ଼ : ଛତିଶଗଡର ରାଜଧାନୀ ରାୟପୁରରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି । ତେଲିବାନ୍ଧା ଥାନା ଅଞ୍ଚଳ ଭିଆଇପି ରୋଡରେ ନିର୍ମାଣାଧିନ କୋଠା ଭୁଷୁଡିପଡିଛି । ଏଥିରେ ଅନେକ ଶ୍ରମିକ ଚାପି ହୋଇ ରହିଛନ୍ତି । କିଛି ଜଣଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷାଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    24 %
    2kmh
    1 %
    Sun
    19 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ