Saturday, September 19, 2026
29.8 C
Odisha

    ଭୁଷୁଡିଲା ନିର୍ମାଣଧୀନ ୬ ମହଲା କୋଠା, ଚାପି ହୋଇଗଲେ ଅନେକ ଶ୍ରମିକ

    ଆଗକୁ ପଢନ୍ତୁ

    ଛତିଶଗଡ଼ : ଛତିଶଗଡର ରାଜଧାନୀ ରାୟପୁରରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି । ତେଲିବାନ୍ଧା ଥାନା ଅଞ୍ଚଳ ଭିଆଇପି ରୋଡରେ ନିର୍ମାଣାଧିନ କୋଠା ଭୁଷୁଡିପଡିଛି । ଏଥିରେ ଅନେକ ଶ୍ରମିକ ଚାପି ହୋଇ ରହିଛନ୍ତି । କିଛି ଜଣଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷାଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    69 %
    0.5kmh
    86 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ