Sunday, February 1, 2026
29 C
Odisha

    ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ କଲା ଗୁଳି

    ଆଗକୁ ପଢନ୍ତୁ

    ବଲାଙ୍ଗିର : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ଗୁଳି କଲା ମଦ୍ୟପ ସ୍ୱାମୀ। ସ୍ତ୍ରୀ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଟଣାଗଡ଼ ଥାନା ଚୁଲ୍ହାଦର୍ହ ଗ୍ରାମରେ ଘଟିଛି ଏହି ଅଘଟଣ। ଚୁଲ୍ହାଦର୍ହ ଗାଁର ପ୍ରହଲ୍ଲାଦ ମଲ୍ଲିକ ଚଢେଇ ମରା ବନ୍ଧୁକରେ ସ୍ତ୍ରୀଙ୍କ ଛାତିକୁ ଗୁଳି କରିଛି । ଉଭୟଙ୍କ ମଧ୍ୟରେ ବଚସାରୁ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପାଟଣାଗଡ଼ ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ