Sunday, October 11, 2026
22.1 C
Odisha

    ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳର ନାଁ କଣ ରହିବ ନିଷ୍ପତ୍ତି ହୋଇନି, ଚାଲିଛି ବିଚାର ବିମର୍ଶ

    ଆଗକୁ ପଢନ୍ତୁ

    କଟକ : ମହମ୍ମଦ ମୋକିମ୍ ଙ୍କ ନୂଆ ରାଜନୈତିକ ଦଳର ନାଁ କଣ ରହିବ ସେ ନେଇ ନିଷ୍ପତ୍ତି ହୋଇ ନାହିଁ । ସୂଚନା ଦେଇଛନ୍ତି ମହମ୍ମଦ ମୋକିମ । ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯିବ ବୋଲି କିଛି ଅନ୍ତିମ ନିଷ୍ପତି ହୋଇ ନାହିଁ । ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ । ପରେ ଆମେ ସୂଚନା ରଖିବୁ ବୋଲି ମୋକିମ କହିଛନ୍ତି। ଓଡ଼ିଶା ଜନ କଂଗ୍ରେସ, ଲୋକ କଂଗ୍ରେସ କିମ୍ବା ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯାଇପାରେ । ସେ ନେଇ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ଶୁଭେଚ୍ଛୁ ମାନଙ୍କର ମତ ନିଆଯାଉଛି ବୋଲି ମୋକିମ କହିଛନ୍ତି । ଯାହା ନାଁ ରଖାଯିବ ସେଥିରେ ଓଡ଼ିଶା ଏବଂ କଂଗ୍ରେସର ନାଁ ରହିବ । ଆମ ଚିନ୍ତାଧାରା ଧର୍ମନିରପେକ୍ଷ। ଦଳ ପଞ୍ଜୀକୃତ ହେବା ପରେ ସୂଚନା ଦିଆଯିବ ବୋଲି ମୋକିମ ମହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ