Thursday, January 8, 2026
13 C
Odisha

    ମାଆ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଲାଗିଛି ଭିଡ଼

    ଆଗକୁ ପଢନ୍ତୁ

    ବରଗଡ଼  : ଆଜି ମହାଳୟା  ଅମାବାସ୍ୟା।ଏହି ଅବସରରେ ଆଜି ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି । ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13 ° C
    13 °
    13 °
    32 %
    1.7kmh
    43 %
    Wed
    13 °
    Thu
    26 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ