Monday, April 20, 2026
30.2 C
Odisha

    ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ, ଅନଲାଇନ୍ ରେ ୨ ହଜାର ବ୍ୟକ୍ତିଙ୍କ ମତାମତ ନେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବଙ୍କ ସହ ଅର୍ଥନୀତି ବିଶାରଦ ଯୋଗଦେଇ ମତାମତ ରଖିଛନ୍ତି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯିବ । ଆଜି ପ୍ରାକ୍ ବଜେଟ୍ ବୈଠକରେ ୧୯ ଜଣ ବ୍ୟକ୍ତି ବିଶେଷ ଗଠନାତ୍ମକ ଓ ସୁଚିନ୍ତିତ ମତାମତ ରଖିଛନ୍ତି । ପ୍ରାୟ ୨ ହଜାର ବ୍ୟକ୍ତିବିଶେଷ ବଜେଟ ନେଇ ଅନଲାଇନ୍ ମାଧ୍ୟମରେ ନିଜ ମତାମତ ରଖିଛନ୍ତି । ଅଧିକରୁ ଅଧିକ ଲୋକଙ୍କ ମତାମତକୁ ସରକାର ପକ୍ଷରୁ ଆହ୍ୱାନ କରାଯାଇଛି । ଲୋକଙ୍କ ମତାମତ ଓ ପ୍ରସ୍ତାବକୁ ଆଧାର କରି ଏଥିବାର ବଜେଟ୍ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ