Sunday, November 1, 2026
21.2 C
Odisha

    ମେୟର ସୁଲୋଚନା ଦାସଙ୍କ ବିରୋଧରେ ଥାନାରେ ଏତଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ବିରୋଧରେ ଆଜି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବରୁ ବାଂଲାଦେଶୀ ପ୍ରବାସୀଙ୍କୁ ସମର୍ଥନ କଲା ଭଳି ମନ୍ତବ୍ୟ ଦେଇଥିଲେ। ସେବେଠାରୁ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    95 %
    0.9kmh
    7 %
    Sun
    28 °
    Mon
    24 °
    Tue
    28 °
    Wed
    25 °
    Thu
    24 °

    ସମ୍ବନ୍ଧିତ