Saturday, October 10, 2026
27.9 C
Odisha

    ଯେତେ ବିରୋଧ କରାଗଲେ ବି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି: ପ୍ରଦୀପ ପୁରୋହିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ବରିଷ୍ଠ ନେତାମାନେ ନୂଆ ଦଳ ଗଢ଼ିବାକୁ ମନ ବନେଇସାରିଲେଣି। ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୨ରୁ ୩ ବୈଠକ ହୋଇସାରିଲାଣି। ଅଧିକାଂଶ ନେତା ପାଣ୍ଡିଆନଙ୍କୁ ବିରୋଧ କଲେଣି। ସମୟ ଆସିବ ବିଜେଡି ୪ କି ୫ ନୁହେଁ, ବରଂ ଛଅରୁ ୭ ଖଣ୍ଡ ବି ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ସେ  ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ବିନା ନବୀନ ଅସହାୟ। ସେ କେବଳ ଦସ୍ତଖତ କରନ୍ତି। ଯେତେ ବିରୋଧ କରାଗଲେ ବି ନବୀନ  ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ