Wednesday, August 26, 2026
24 C
Odisha

    ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ରାଜଧାନୀରେ ହଠାତ ବଦଳିଲା ପାଣିପାଗ,   ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି । ପ୍ରବଳ ବର୍ଷା ଯୋଗୁଁ ବର୍ଷା ପାଣିରେ ଗାଡ଼ି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।  ଜନପଥ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଏତେ ଖରା ଗରମ ଭିତରେ ହଠାତ ଘଡ଼ଘଡ଼ି ସହ ପ୍ରବଳ ବର୍ଷା କେଉଁଠୁ ଆସିଲା ସମସ୍ତେ ଚକିତ ହୋଇଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    93 %
    1.8kmh
    98 %
    Wed
    30 °
    Thu
    30 °
    Fri
    28 °
    Sat
    29 °
    Sun
    28 °

    ସମ୍ବନ୍ଧିତ