Saturday, February 21, 2026
25.7 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ: ଫୁଲ ତୋଳାକୁ ନେଇ ମହିଳାଙ୍କୁ କଷିଦେଲେ ବିଧା ଗୋଇଠା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଫୁଲ ଏମିତି ଏକ ଜିନିଷ ଯାହା ପାଇଁ ମାଡ଼ ଖାଇବାକୁ ପଡୁଛି। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱର ଜିଜିପି କଲୋନୀରେ। ସାମାନ୍ୟ ଫୁଲ ତୋଳାକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କୁ ତଳେ ପକାଇ ବିଧା ଗୋଇଠା ମାଡ଼ ମାରିଥିଲେ।

    ଏନେଇ ମହିଳା ଜଣକ ମଞ୍ଚେଶ୍ବର ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯାଗକୁ ଭିତ୍ତି କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    24 %
    1.4kmh
    2 %
    Sat
    28 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ